Oracle Linux 7 କୁ ଆରମ୍ଭ କରୁଅଛି

Oracle Linux 7 ନୂତନ ବିଶେଷତାକୁ ଆନୁଷ୍ଠାନିକ ପ୍ରଚତାଳନ ତନ୍ତ୍ରରେ ଦର୍ଶାଇଥାଏ

  • ଆନୁଷ୍ଠାନିକ ସଂରଚନା ନୂତନ କ୍ଷମତାଗୁଡ଼ିକୁ ପ୍ରସଂଶା କରିବ ଯେପରିକି ହାଲୁକା ପ୍ରୟୋଗ ପୃଥକିକରଣ।
  • ପ୍ରୟୋଗ ବିକାଶକାରୀମାନେ ଅଦ୍ୟତିତ ବିକାଶ ପରିବେଶ ଏବଂ ପ୍ରୟୋଗ ନାମକରଣ ସାଧାନଗୁଡ଼ିକୁ ସ୍ୱାଗତ କରିବେ। ଏହା ବିଷୟରେOracle ବିକାଶକାରୀ ବ୍ଲଗରେ ଅଧିକ ପଢ଼ନ୍ତୁ।
  • ତନ୍ତ୍ର ପ୍ରଶାସକମାନେ ନୂତନ ପରିଚାଳନା ସାଧନ ଏବଂ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ମାପନିୟତା ସହିତ ବିସ୍ତାରିତ ଫାଇଲତନ୍ତ୍ର ବିକଳ୍ପଗୁଡ଼ିକୁ ପ୍ରସଂଶା କରିବେ।

ଭୌତିକ ହାର୍ଡୱେର, ଆଭାସୀ ତନ୍ତ୍ର, କିମ୍ବା କ୍ଲାଉଡରେ, Oracle Linux 7 ପରବର୍ତ୍ତୀ ପୀଢ଼ିର ସଂରଚନା ପାଇଁ ଉନ୍ନତ ବିଶେଷତା ପ୍ରଦାନ କରିଥାଏ।

ଏଠାରୁ କୁଆଡ଼େ ଯିବେ:

  • Oracle Linux 7 ଉତ୍ପାଦନ ପୃଷ୍ଠା

    Oracle Linux 7 ସୂଚନା ପାଇଁ ପ୍ରକାଶନ ପୃଷ୍ଠା। ଆପଣଙ୍କର Oracle Linux 7 ତନ୍ତ୍ରକୁ କିପରି ଯୋଜନା, ନିୟୋଜନ, ପରିଚାଳନା ଏବଂ ତୃଟି ନିବାରଣ କରିବେ ତାହା ଜାଣନ୍ତୁ।

  • Oracle ଗ୍ରାହକ ପୃଷ୍ଠା

    ପତ୍ରିକା, ଭିଡ଼ିଓ, ଏବଂ ଅନ୍ୟାନ୍ୟ Oracle ବିଷୟବସ୍ତୁକୁ ଖୋଜିବା, ଏବଂ ଆପଣଙ୍କର Oracle ସହାୟତା ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଥିବା କେନ୍ଦ୍ର ବିନ୍ଦୁ।

  • ଦଲିଲିକରଣ

    Oracle Linux ଏବଂ ଅନ୍ୟାନ୍ୟ Oracle ବିଶେଷତାଗୁଡ଼ିକ ସହିତ ସମ୍ପୃକ୍ତ ଦଲିଲ ପ୍ରଦାନ କରିଥାଏ।

  • Oracle ସଦସ୍ୟତା ପରିଚାଳନା

    ତନ୍ତ୍ରଗୁଡ଼ିକୁ ଫଳପ୍ରଦ ଭାବରେ ପରିଚାଳନା କରିବା ପାଇଁ ୱେବ ଆଧାରିତ ପ୍ରଶାସନିକ ଅନ୍ତରାପୃଷ୍ଠ।

  • Oracle Linux ଉତ୍ପାଦନ ପୃଷ୍ଠା

    Oracle Linux ଉତ୍ପାଦନ ବିଶେଷତାଗୁଡ଼ିକ ପାଇଁ ପ୍ରବେଶ ପଥ ପ୍ରଦାନ କରିଥାଏ।